ଭାରତରେ Google Wallet'ର ଏଣ୍ଟ୍ରୀ

Google Wallet: ଅପେକ୍ଷାର ହେଲା ଅନ୍ତା । ଶେଷରେ ଭାରତରେ ଲଞ୍ଚ୍ ହେଲା Google Wallet । ବର୍ତ୍ତମାନ ଗୁଗୁଲ୍ ୱାଲେଟ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ ୟୁଜର୍ସ । ଉପଭୋକ୍ତାମାନେ ଗୁଗୁଲ୍ ୱାଲେଟରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଲୟଲିଟି କାର୍ଡ ଏବଂ ଉପହାର କାର୍ଡ ଷ୍ଟୋର କରି ରଖିପାରିବେ । ଗୁଗୁଲ ଏହି ଡିଜିଟାଲ ୱାଲେଟକୁ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଇଛି ।

Google Wallet

କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗୁଲ୍ ୱାଲେଟ୍ ମାଧ୍ୟମରେ ସେମାନଙ୍କ କାର୍ଡ, ଟିକେଟ୍, ପାସ୍, ଏବଂ ଆଇଡି ସୁରକ୍ଷିତ ଭାବରେ ସଂରକ୍ଷଣ କରିପାରିବେ। ଗୁଗୁଲ୍ ପେ ଆପ୍ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ଟଙ୍କା ଏବଂ ଅର୍ଥ ପରିଚାଳନା ପାଇଁ ଗୁଗୁଲ୍ ପେ ବ୍ୟବହୃତ ହୁଏ ।

ଗୁଗୁଲର ଜିଏମ୍ ଏବଂ ଇଣ୍ଡିଆ ଇଞ୍ଜିନିୟରିଂ ଲିଡ୍ ରାମ ପାପାଟାଲା କହିଛନ୍ତି ଯେ ଗୁଗୁଲ୍ ପେ ଶେଷ ହେବ ନାହିଁ । ଏହା ପ୍ରାଥମିକ ଆପ୍ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+