ଜୁନ୍ ରୁ ଭୁବନେଶ୍ବରରୁ ଆବୁଧାବିକୁ ଉଡ଼ିବ ବିମାନ । କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଉଡ଼ିବ ବିମାନ ।ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।