ଗ୍ରାହକଙ୍କ ପାଇଁ ଖୁସି ଖବର; କମିଲା ସୁନା ଓ ରୂପା ଦର, ଜାଣନ୍ତୁ ଆଜିର ଦର କେତେ?
ସୁନା ଗହଣା କିଣିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।
ଏବଂ ରୂପା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ନିରନ୍ତର ପରିବର୍ତ୍ତନ ହେଉଛି। ଆଜି ୧୭ ଫେବୃଆରୀ ସୋମବାର ଦିନ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପା ମୂଲ୍ୟ କ'ଣ ରହିଛି? ଆସନ୍ତୁ ଜାଣିବା

ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍- ୧,୫୪,୯୧୦
୨୨ କ୍ୟାରେଟ୍- ୧,୪୨,୦୦୦
୧୮ କ୍ୟାରେଟ୍- ୧,୧୬,୧୮୦
ରୂପା ମୂଲ୍ୟ
ଆଜି ରୂପା ମୂଲ୍ୟ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଆଜି ରୂପା ପ୍ରତି କିଲୋଗ୍ରାମ ୨,୬୫,୦୦୦ ଟଙ୍କାରେ କାରବାର ହେଉଛି।












Click it and Unblock the Notifications