Get Updates
Get notified of breaking news, exclusive insights, and must-see stories!

Gold Rate Today: ପୁଣି କମିଲା ସୁନା-ରୂପା ମୂଲ୍ୟ

Gold Rate Today: ଚଳିତ ସପ୍ତାହ ଆରମ୍ଭ ଅର୍ଥାତ ଶ୍ରାବଣ ମାସର ଦ୍ୱିତୀୟ ସୋମବାରର ( ଜୁଲାଇ 29) ତାରିଖରେ ମଧ୍ୟ ସୁନା ଏବଂ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଗତ ସାତ ଦିନ ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟରେ ସୁନା ମୂଲ୍ୟ 6 ହଜାର ଟଙ୍କା ଶସ୍ତା ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ମଧ୍ୟ ସୁନା ଆଜି ଶସ୍ତା ହୋଇଛି । ଦେଶର ଅଧିକାଂଶ ସହରରେ ସୁନାର ଖୁଚୁରା ମୂଲ୍ୟ ପ୍ରାୟ 69 ରୁ 68 ହଜାର ଟଙ୍କା ଉପରେ ରହିଛି। ରୂପା ଆଜି କିଲୋଗ୍ରାମରେ 84,400 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।


ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 69 ହଜାର 140 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 63,990 ଟଙ୍କା ରେକର୍ଡ କରାଯାଇଛି । ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 68,990 ଟଙ୍କା, 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 63,240 ଟଙ୍କା । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 63,290 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 69,040 ଟଙ୍କା ରହିଛି ।

Gold-Silver Rate Today

କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 63,240 ଟଙ୍କା, 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 68,990 ଟଙ୍କା । ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 64,640 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,520 ଟଙ୍କା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+