କେନ୍ଦ୍ର ବଜେଟ ପୂର୍ବରୁ ବଢ଼ିଲା ସୁନା ଦର, ଚିନ୍ତାରେ ଗ୍ରାହକ

ଫେବୃଆରୀ ୧ ଅର୍ଥାତ୍‌ ଶନିବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍‌। ବଜେଟ୍‌ ପୂର୍ବରୁ ବଢିଛି ସୁନା ଦାମ୍‌।

Gold prices

ଶୁକ୍ରବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୪,୩୩୦ରେ ପହଞ୍ଚିଛି। ଗତକାଲି ଏହା ୮୩,୦୨୦ ଟଙ୍କା ଥିଲା । ପ୍ରାୟ ଗୋଟିଏ ଦିନରେ ୧,୩୧୦ ଟଙ୍କା ବୃଦ୍ଧି ପାଇଛି।

୨୨ କ୍ୟାରେଟ୍‌ ସୁନା ନାମ୍‌ ୧୦ ଗ୍ରାମ୍‌କୁ ୭୭,୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଗତକାଲି ଏହା ୭୬,୧୦୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୨୦୦ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୬୩,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୬୨,୨୭୦ ଟଙ୍କା ଥିଲା । ଏଥିରେ ମଧ୍ୟ ୯୮୦ ଟଙ୍କା ବୃଦ୍ଧି ପାଇଛି।

ଏହାସହ ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ୧୦୦ ଗ୍ରାମ୍‌ ରୁପା ଦାମ୍‌ ଆଜି ୧୦,୭୦୦ ଟଙ୍କା ଥିବା ବେଳେ ଗତକାଲି ଏହା ୧୦,୬୦୦ ଟଙ୍କା ଥିଲା । ରୁପା ୧୦୦ ଟଙ୍କା ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+