କ୍ରମାଗତ ହ୍ରାସ ପରେ ବଢ଼ିଲା ସୁନା, ରୁପା ଦର, ଜାଣନ୍ତୁ କେତେ?
କ୍ରମାଗତ ହ୍ରାସ ପରେ ବଢ଼ିଲା ସୁନା, ରୁପା ଦର । ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କା। ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୬ ହଜାର ୫୦ ଟଙ୍କା ବୃଦ୍ଧି ହୋଇଛି । ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା। ରୁପା କେଜି ପିଛା ୨୦ ହଜାର ବଢ଼ି ହେଲା ୩ ଲକ୍ଷ ୨୦ ହଜାର ଟଙ୍କା ।













Click it and Unblock the Notifications