ସୋମବାର ହ୍ରାସ ପାଇଲା ସୁନା-ରୂପା ଦର
Gold Price: ସୁନା-ରୂପା କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ଅର୍ଥାତ୍ 3 ମାର୍ଚ୍ଚ 2024ରେ ପୁଣି ଶସ୍ତା ହେଲା ସୁନା, ଚାଲନ୍ତୁ ଜାଣିବା କେତେ ହ୍ରାସ ପାଇଲା ଦର । ଶୁକ୍ରବାର ତୁଳରା ଆଜି ସୁନା ମୂଲ୍ୟ କମିଛି । ଆଜି ସୁନା ଦର 10 ଗ୍ରାମକୁ 85056 ଟଙ୍କା ରହିଛି । ରୂପା ମୂଲ୍ୟ ପ୍ରତି କିଲୋଗ୍ରାମକୁ 93480 ଟଙ୍କା ରହିଛି ।

ଆଜି ଚେନ୍ନାଇରେ 10 ଗ୍ରାମ 22 କ୍ୟାରେଟ୍ ସୁନା ଦର 80,710 ଟଙ୍କା ରହିଛି ସେହିପରି 10 ଗ୍ରାମ 24 କ୍ୟାରେଟ୍ ସୁନା ଦର 88,050 ରହିଛି ।
ମୁମ୍ବାଇରେ 10 ଗ୍ରାମ 22 କ୍ୟାରେଟ୍ ସୁନା ଦର 80,710 ଟଙ୍କା ରହିଥିବା ବେଳେ 10 ଗ୍ରାମ 24 କ୍ୟାରେଟ୍ ସୁନା ଦର 89,050 ଟଙ୍କା ରହିଛି ।
ଦିଲ୍ଲୀରେ 10 ଗ୍ରାମ 22 କ୍ୟାରେଟ୍ ସୁନା ଦର 80,860 ଟଙ୍କା ଏବଂ 10 ଗ୍ରାମ 24 କ୍ୟାରେଟ୍ ସୁନା ଦର 88,050 ଟଙ୍କା ରହିଛି ।












Click it and Unblock the Notifications