ମାର୍ଚ୍ଚ ପହିଲାରୁ ଶସ୍ତା ହେଲା ସୁନା-ରୂପା
Gold Rate: ମାର୍ଚ୍ଚ ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା-ରୂପା । ଗତ ତିନି ଦିନ ଧରି ସୁନା ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଶନିବାର ସୁନା ମୂଲ୍ୟରେ ପ୍ରାୟ ୫୦୦ ଟଙ୍କା ହ୍ରାସ ପାଇଥିବା ନେଇ ରେକର୍ଡ କରାଯାଇଛି । ସେହିପରି ରୂପା ପ୍ରାୟ ୧୧୦୦ ଟଙ୍କା ହ୍ରାସ ପାଇଛି।

ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୭୯,୭୪୦ ଟଙ୍କା ରହିଛି ।
ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୮୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯,୫୯୦ ଟଙ୍କା ରହିଛି ।
କୋଲକାତାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୬,୮୩୦ ଟଙ୍କା ରହିଥିବା ବେଳେ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୯,୫୯୦ ଟଙ୍କା ରହିଛି ।
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୬,୮୩୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୯,୫୯୦ ରହିଛି ।












Click it and Unblock the Notifications