Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ରାମଲାଲା

Ayodhya Ram Mandir: 22 ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାା ହେବ । ଏହା ପୂର୍ବରୁ ରାମ ମନ୍ଦିକ ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । କଳା ପଥରରେ ନିର୍ମିତ ପ୍ରତିମୂର୍ତ୍ତିର ପ୍ରଥମ ଫଟୋ ପ୍ରକାଶ ପାଇଛି । ମୂର୍ତ୍ତିଟି ଏକ ଧଳା କପଡ଼ାରେ ଆଚ୍ଛାଦିତ ହୋଇଥିବାର ଦେଖିବା ପାଇଁ ମିଳୁଛି । ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ଖବର ରହିଛି ।

ayodhya ram mandir

ଏହାପୂର୍ବରୁ ଗୁରୁବାର ଦିନ ମନ୍ଦିର ଭିତରେ ରାମ ଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ବିଶେଷ କଥା ହେଉଛି ଜାନୁୟାରୀ 16 ରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠାରୁ ରୀତିନୀତିର ତୃତୀୟ ଦିନରେ ଜାନୁଆରୀ 18ରେ ମୂର୍ତ୍ତିର ଏକ ଫଟୋ ପ୍ରକାଶ ପାଇଛି । ଗୁରୁବାର ମଧ୍ୟହ୍ନ ୧୨.୩୦ରେ ରାମଲଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ କରାଯାଇ ବିରାଜମାନ କରାଯାଇଥିଲା ।

ପ୍ରଥମେ ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଛି । ଏହା ସହ ୫ ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଛନ୍ତି ସୂଚନା ଅନୁସାରେ, ଆଜି ସକାଳ ୯ଟାରେ ଅରଣିମନ୍ଥନରୁ ଅଗ୍ନିପ୍ରକଟ ନୀତି ଶେଷ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+