ଅନ୍ତର୍ଜାତୀୟ ଯୋଗ ଦିବସର କିଛି ଝଲକ୍

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ ରହିଛି ମାନବିକତା ପାଇଁ ଯୋଗ । ଗତ ଦୁଇବର୍ଷ ଧରି କଟକଣାରେ ଯୋଗ ଦିବସ ପାଳନ କରାଯାଉଥିଲା ।

yoga

ମହୀଶୂର ପ୍ୟାଲେସରେ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ

ମହୀଶୂର ପ୍ୟାଲେସରେ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜିମହୀଶୂର ପ୍ୟାଲେସରେ ଯୋଗ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଆସନରେ ଯୋଗ ଏବଂ ପ୍ରଣାୟମ କଲେ ପିଏମ।

ସେଲିବ୍ରିଟି ପାଳିଲେ ଯୋଗ ଦିବସ, ସୋଶାଲ ମିଡିଆରେ ସେୟାର କଲେ ଫଟୋ

ସେଲିବ୍ରିଟି ପାଳିଲେ ଯୋଗ ଦିବସ, ସୋଶାଲ ମିଡିଆରେ ସେୟାର କଲେ ଫଟୋ

ଆଜି ଅନ୍ତର୍ଜାତୀୟ ଯୋଗଦିବସ । ସାରା ବିଶ୍ବରେ ପାଳନ ହେଉଛି ଏହି ଦିନଟି । ତେବେ ବଲିଉଡ କଳାକାର ମାନେ ଏହି ଦିନକୁ ପାଳନ କରିବା ସହ ଦର୍ଶକଙ୍କୁ ଦେଇଛନ୍ତି ସଚେତନତା ବାର୍ତ୍ତା ।

12 ହଜାର ଫୁଟ ଉପରେ ଯବାନଙ୍କ ଯୋଗାଭ୍ୟାସ

12 ହଜାର ଫୁଟ ଉପରେ ଯବାନଙ୍କ ଯୋଗାଭ୍ୟାସ

12 ହଜାର ଫୁଟ ଉପରେ ଯୋଗାସନ କଲେ ଯବାନ । ଅରୁଣାଞ୍ଚଳ ପ୍ରଦେଶରେ ଏଭଳି ଏକ ଇଭେଣ୍ଟର ଆୟୋଜନ କରାଯାଇଥିଲା । ଭିନ୍ନ ଭିନ୍ନ ଆସନ ସହ ଯୋଗ ଦିବସ ପାଳିଛନ୍ତି ଯବାନ ମାନେ ।

ସୋଶାଲ ମିଡିଆରେ ସେୟାର କଲେ ଯୋଗ ଫଟୋ

ସୋଶାଲ ମିଡିଆରେ ସେୟାର କଲେ ଯୋଗ ଫଟୋ

ଅନ୍ତର୍ଜାତୀୟ ଯୋଗ ଦିବସରେ ସୁସ୍ଥ ରହିବା ପାଇଁ ଯୋଗ କରିବାର ଆବଶ୍ୟକତା ରହିଥିବା ନେଇ ସଚେତନତା ବାର୍ତ୍ତା ହେଲେ ବଲିଉଡ କଳାକାର ଅନିଲ କପୁର। 65 ବର୍ଷ ବୟସରେ ମଧ୍ୟ ସେ ଯୋଗ କରିବା ସହ ସୋଶାଲ ମିଡିଆରେ ଫଟୋ ସେୟାର କରିଥିଲେ ।

ଲକ୍ଷ୍ନୌରେ ଯୋଗ ଦିବସରେ ସାମିଲ ହେଲେ ଯୋଗୀ

ଲକ୍ଷ୍ନୌରେ ଯୋଗ ଦିବସରେ ସାମିଲ ହେଲେ ଯୋଗୀ

ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌରେ ଯୋଗ ସମାରହୋ ଆୟୋଜିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+