ଘରେ ପସି ସେଠାରେ ରହିଯାଅ: ଅସଦୁଦ୍ଦିନ ଓୱେସି

ଏଆଇଏମଆଇଏମ ନେତା ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ବିଜେପିର ସ୍ଲୋଗାନ 'ଘରେ ପଶିକି ମାରିବୁ' ଏବେ କାର୍ଯ୍ୟରେ ଦେଖାଇବା ଦରକାର। ଓବେସୀ କହିଛନ୍ତି ଯେ 'ଯଦି ସରକାର ଏଥର ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛନ୍ତି ତେବେ 'ଘରେ ପଶି ବସିଯାଆନ୍ତୁ', ଭାରତୀୟ ସଂସଦର ସଂକଳ୍ପ ହେଉଛି ପାକ୍ ଅଧିକୃତ କାଶ୍ମୀର (ପିଓକେ) ଆମର।

ଏଥିରେ ସବୁ ବିରୋଧୀ ଦଳଙ୍କ ଦାବି ଆତଙ୍କବାଦ ସମାପ୍ତ ହେଉ'। ୱେସି କହିଛନ୍ତି ଯେ ବିଜେପି କହୁଛି 'ଆମେ ତୁମ ଘରେ ପଶି ତୁମକୁ ହତ୍ୟା କରିବୁ'। ଯଦି ଆପଣ (କେନ୍ଦ୍ର ସରକାର) ଏଥର (ପାକିସ୍ତାନ ବିରୁଦ୍ଧରେ) କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତେବେ 'ଆପଣଙ୍କ ଘରେ ରୁହନ୍ତୁ'। ଏହା ଭାରତୀୟ ସଂସଦର ସଂକଳ୍ପ ଯେ ପିଓକେ ଆମର। ସମସ୍ତ ବିରୋଧୀ ଦଳ ସରକାରଙ୍କୁ କହୁଛନ୍ତି ଯେ ଆତଙ୍କବାଦକୁ ମୂଳୋତ୍ପାଟନ କରିବାକୁ ପଡିବ"।

Owaisi

ଓବେସୀଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଗୁଳିକାଣ୍ଡ ଭାରତ-ପାକିସ୍ତାନ ସମ୍ପର୍କକୁ ପୁଣି ଖରାପ କରିଛି। ଏହି ଗୁଳିକାଣ୍ଡରେ ୨୬ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପାକିସ୍ତାନ ସହ ଭାରତ କୁଟନୈତିକ ସମ୍ପର୍କ କମ କରିଦେଇଥିବା ବେଳେ ସିନ୍ଧୁ ଜଳ ସନ୍ଧି ନିଲମ୍ବିତ କରିଦେଇଛି। ସେପଟେ ପାକିସ୍ତାନ ଭାରତ ନିମନ୍ତେ ତାର ବାୟୁ ସୀମାକୁ ସିଲ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+