Get Updates
Get notified of breaking news, exclusive insights, and must-see stories!

ଗଗନୟାନ ମିଶନ କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ

Gaganyaan mission (TV-D1 Test Flight) ISRO: ଗଗନୟାନ ମିଶନ କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ । ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରେ ହେଲା ସଫଳ ଲଞ୍ଚିଂ । ଏନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ ସୋମନାଥ । TV-D1ର ପ୍ରଥନ ପରୀକ୍ଷଣ ସଫଳ ହୋଇଛି ।

Gaganyaan mission

ସୂଚନାଥାଉ ଯେ, ବୈଷୟିକ ସମସ୍ୟା ଯୋଗୁ ପରୀକ୍ଷଣର ୫ ସେକେଣ୍ତ ପୂର୍ବରୁ ପରୀକ୍ଷଣକୁ ସ୍ଥଗିକ ରଖାଯାଇଥିଲା । ତେଣୁ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ୍ ସୁରକ୍ଷିତ ଥିଲା । ବୈଷୟିକ ସମସ୍ୟା ଜାଞ୍ଚ୍ କରାଯିବା ପରେ ପୁନରବାର ଲଞ୍ଚିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।


ପ୍ରାୟ ୩୫ ମିଟରର ଏକ ରକେଟ୍ ସାହାଯ୍ୟରେ ଗଗନଯାନର କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଯାହା ପରେ ତାହାକୁ ବଙ୍ଗୋପସାଗରରେ ଖସାଇବାକୁ ଯୋଜନା କରାଯାଇଥିଲା । ସେହିପରି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିଥାନ୍ତା ଯାହା ପରେ ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିବାର ନିଶ୍ଚିତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+