Get Updates
Get notified of breaking news, exclusive insights, and must-see stories!

ପଢନ୍ତୁ, ୨୦୨୧ ପାଇଁ ପଦ୍ମ ପୁରସ୍କାରର ସମୂର୍ଣ୍ଣ ତାଲିକା

ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ପଦ୍ମ ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ପଦ୍ମ ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ ଜଣ ସମ୍ମାନିତ ହେବେ ।

ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । ଗ୍ରାଫିକ୍ସ କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ । ସେହିଭଳି ଓଡିଶାରୁ ସମାଜସେବା ପାଇଁ ଶାନ୍ତି ଦେବୀ, କଳାପାଇଁ ପୂର୍ଣ୍ଣମାସୀ ଜାନି , ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ଏହାଛଡା ମେଡିସିନ ପାଇଁ ଡକ୍ଟର କ୍ରିଷ୍ଣ ମୋହନ ପାଠୀ, ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି ।

padma awards


ପଢନ୍ତୁ ପଦ୍ମ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା:

ପଦ୍ମ ବିଭୂଷଣ (୭)

  • ଜାପାନର ଶ୍ରୀ ସିଞ୍ଜୋ ଆବେ(ଜନ ସମ୍ପର୍କ)
  • ଏସ୍‌ପି ବାଲା ସୁବ୍ରମଣ୍ୟମ (କଳା)
  • ଡ. ବେଲେ ମୋନାପ୍ପା ହେଗ୍‌ଡ଼େ (ଔଷଧ)
  • ଆମେରିକାର ନରେନ୍ଦ୍ର ସିଂହ କାପଣ୍ୟ (ବିଜ୍ଞାନ ଓ ଇଞ୍ଜିନିୟରିଂ)
  • ମୌଲାନା ୱାସିଦୁଦ୍ଦି ଖାନ (ଆଧ୍ୟାତ୍ମିକ)
  • ବି.ବି ଲାଲ(ପ୍ରତ୍ନତତ୍ତ୍ୱ)
  • ସୁଦର୍ଶନ ସାହୁ (କଳା)

ପଦ୍ମ ଭୂଷଣ (୧୦)

  • କ୍ରିଷ୍ଣନ୍ ନାୟର ସାନ୍ତାକୁମାରୀ ଚିତ୍ରା(କଳା)
  • ତରୁଣ ଗୋଗୋଇ (ଜନ ସମ୍ପର୍କ)
  • ଚନ୍ଦ୍ର ଶେଖର କମ୍‌ବାରା (ଅଧ୍ୟାପନା ଓ ଶିକ୍ଷା)
  • ସୁମିତ୍ରା ମହାଜନ (ଜନ ସମ୍ପର୍କ)
  • ନୃପେନ୍ଦ୍ର ମିଶ୍ର(ସିଭିଲ ସର୍ଭିସ୍)
  • ରାମ ବିଳାସ ପାଶ୍ୱାନ(ଜନ ସମ୍ପର୍କ)
  • କେଶୁ ଭାଇ ପଟେଲ (ଜନ ସମ୍ପର୍କ)
  • କଲ୍‌ବେ ସାଦ୍ଦିକି (ଆଧ୍ୟାତ୍ମିକ)
  • ରଜନୀକାନ୍ତ ଦେବଦାସ ସ୍ରଫ ( ବାଣିଜ୍ୟ ଓ ଉଧ୍ୟୋଗ)
  • ତାରଲୋଚନା ସିଂହ (ଲୋକ ସମ୍ପର୍କ)

ପଦ୍ମଶ୍ରୀ (୧୦୨)

  • ଗୁଲଫାମ ଅହମଦ (କଳା)
  • ପି. ଅନିତା (କ୍ରୀଡ଼ା)
  • ରାମ ଶ୍ୱାମୀ ଅନ୍ନଭରପୁ (କଳା)
  • ଶୁବୁ ଅରୁମୁଗମ(କଳା)
  • ପ୍ରକାଶରାଓ ଆଶାବାଦୀ (ସାହିତ୍ୟ ଓ ଶିକ୍ଷା)
  • ଭୁରୀ ବାଇ ( କଳା)
  • ରାଧେଶ୍ୟାମ ବାର୍ଲେ (କଳା)
  • ଧର୍ମନାରାୟଣ ବର୍ମା (ସାହିତ୍ୟ ଓ ଶିକ୍ଷା)
  • ଲକ୍ଷ୍ମୀ ବରୁଆ (ସାମାଜସେବା)
  • ବିରେନ କୁମାର ବସକ (କଳା)
  • ରଜନୀ ବେକ୍‌ଟର (ବାଣିଜ୍ୟ ଉଦ୍ୟୋଗ)
  • ପିଟର ବ୍ରୋକ୍ (କଳା)
  • ସାଙ୍ଗଖୁମୀ ବୌଲଚୋତ୍(କଳା)
  • ଗୋପୀରାମ ବର୍ଗ୍ୟନ ବୁରାଭକତ (କଳା)
  • ବିଜୟା ଚକ୍ରବର୍ତ୍ତୀ (ଲୋକ ସମ୍ପର୍କ)
  • ସୁଜିତ ଚଟ୍ଟୋପଟାଧ୍ୟାୟ (ସାହିତ୍ୟ ଓ ଶିକ୍ଷା)
  • ଜଗଦିଶ ଚୌଧୁରୀ (ସମାଜ ସେବା)
  • ସୁଲଟ୍ରିମ୍ ଚୋଞ୍ଜର (ସମାଜ ସେବା)
  • ମୌମା ଦାସ (କ୍ରୀଡ଼ା)
  • ଶ୍ରୀକାନ୍ତ ଦତର (କଳା)
  • ଚୁଟ୍‌ନୀ ଦେବୀ (ସମାଜ ସେବା)
  • ଦୁଲାରୀ ଦେବୀ (କଳା)
  • ରାଧେ ଦେବୀ (କଳା)
  • ଶାନ୍ତି ଦେବୀ (ସମାଜ ସେବା)
  • ଇଣ୍ଡୋନେସିଆର ୱାୟନ ଦିବିଆ (କଳା)
  • ଦଦୁଦାନ ଗଦାଭି (ସାହିତ୍ୟ ଓ ଶିକ୍ଷା)
  • ପର୍ଶୁରାମ ଆତ୍ମାରାମ ଗଙ୍ଗାଭନେ (କଳା)
  • ଜୟ ଭଗବାନ ଗୋୟଲ୍ (ସାହିତ୍ୟ ଓ ଶିକ୍ଷା)
  • ମଙ୍ଗଲ ସିଂହ ହାଜୋରେ (ସାହିତ୍ୟ ଓ ଶିକ୍ଷା)
  • ଜଗଦିଶ ଚନ୍ଦ୍ର ହାଲଦାର(ସାହିତ୍ୟ ଓ ଶି‍‍କ୍ଷା)
  • ଅଂଶୁ ଜାମସେନପା (ଖେଳ)
  • ପୂର୍ଣ୍ଣମାସୀ ଜାନୀ (କଳା)
  • ମାଥା ବି ବଞ୍ଜାମ୍ମା ଯୋଗାଟି (କଳା)
  • ଦାମୋଦରନ କୈଥାପରମ (କଳା)
  • ନାମଦେଓ ସି କମ୍‌ଲେ (ସାହିତ୍ୟ ଓ ଶିକ୍ଷା)
  • ଯୁଗ୍ମ ଭାବେ ମହେଶ ଭାଇ ଓ ନରେଶ ଭାଇ କନୋଡିଆ (କଳା)
  • ରଜତ କୁମାର କର (ସାହିତ୍ୟ ଓ ଶିକ୍ଷା)
  • ରଙ୍ଗାସ୍ୱାମୀ ଲକ୍ଷ୍ମୀ ନାରାୟଣ କାଶ୍ୟପ (ସାହିତ୍ୟ ଓ ଶିକ୍ଷା)
  • ପ୍ରକାଶ କୌର (ସମାଜ ସେବା)
  • ନିକୋଲାସା କାଜାନାସା (ସାହିତ୍ୟ ଶିକ୍ଷା)
  • କେ. କେଶବସାମି (କଳା)
  • ଗୁଲାମ ରସୁଲ ଖାନ (କଳା)
  • ଲାଖା ଖାନ (କନା)
  • ସଞ୍ଜିଦା ଖାତୁନ (କଳା)
  • ବିନାୟକ ବିଷ୍ଣୁ ଖେଦେକର (କଳା)
  • ନିରୁ କୁମାର (ସମାଜ ସେବା)
  • ଲାଜୱନ୍ତି (କଳା)
  • ରତନ ଲାଲ୍ (ବିଜ୍ଞାନ ଓ ଇଞ୍ଜିନିୟରିଂ)
  • ଅଲ୍ଲୀ ମନିକଫାନ୍ (ତୃଣମୂଳ ସ୍ଥରୀୟ ଉଦ୍ଭାବନ)
  • ରାମଚନ୍ଦ୍ର ମାଝୀ (କଳା)
  • ଦୁଲାଲ ମାନ୍‌କୀ (କଳା)
  • ନାନାଦ୍ରୋ ବି ମାରାକ (କୃଷି)
  • ରେୱେନ୍‌ ମାଶାଙ୍ଗଭା (କଳା)
  • ଚନ୍ଦ୍ରକାନ୍ତ ମେହେଟ୍ଟା (ସାହିତ୍ୟ ଓ କଳା)
  • ରତନ ଲାଲ୍ ମିତଲ (ଔଷଧ)
  • ମାଧବନ ନାମ୍ବିୟନ (ଖେଳ)
  • ଶ୍ୟମସୁନ୍ଦର ପାଲିୱଲ୍ (ସମାଜ ସେବା)
  • ଚନ୍ଦ୍ରକାନ୍ତ ସମ୍ବାଝି ପାଣ୍ଡଭ (ଔଷଧ)
  • ଜେ.ଏନ୍ ପାଣ୍ଡେ (ଔଷଧ)
  • ସୁଲମନ ପାପ୍ପାୟା (ସାହିତ୍ୟ,ଶିକ୍ଷା ଓ ସାମ୍ବାଦିକତା)
  • ପାପ୍ପାମାଲ (ଶିକ୍ଷା)
  • କୃଷ୍ଣ ମୋହନ ପଥି (ଔଷଧ)
  • ଜଶ୍ୱନ୍ତୀବେନ୍‌ ଜମୁନାଦାସ ପୋପାଟ (ବାଣିଜ୍ୟ ଉଦ୍ୟୋଗ)
  • ଗୀରଶ ପ୍ରଭୁନେ (ସମାଜ ସେବା)
  • ନନ୍ଦା ପୁଷ୍ଟି (ସାହିତ୍ୟ ଓ ଶିକ୍ଷା)
  • କେକେ ରାମଚନ୍ଦ୍ର ପୁଲଭାର (କଳା)
  • ବାଲାନ୍‌ ପୁଥେରୀ (ସାହିତ୍ୟ ଓ ଶିକ୍ଷା)
  • ବିରୁବଳ ରାଭା (ସମାଜ ସେବା)
  • କନକ ରାଜୁ (କଳା)
  • ବମ୍ବେ ଜୟଶ୍ରୀ ରାମନାଥ (କଳା)
  • ସତ୍ୟରାମ ରିଅଙ୍ଗ (କଳା)
  • ଧନଞ୍ଜୟ ଦିବାକର ସଗଦେଓ (ଔଷଧ)
  • ଅଶୋକ କୁମାର ସାହୁ (ଔଷଧ)
  • ଭୁପେନ୍ଦ୍ର କୁମାର ସିଂହ ସଞ୍ଜୟ (ଔଷଧ)
  • ଶିନ୍ଧୁ ତାଇ ସତକଲ୍‌ (ସମାଜ ସେବା)
  • ଚମନ ଲାଲା ସାପ୍ରୁ(ସାହିତ୍ୟ ଓ ଶିକ୍ଷା)
  • ଇମ୍ରାନ ଶାହ (ସାହିତ୍ୟ ଓ ଶିକ୍ଷା)
  • ପ୍ରେମଚନ୍ଦ୍ର ଶର୍ମା (କୃଷି)
  • ଅର୍ଜୁନି ସିଂହ ଶେଖାୱତ (ସାହିତ୍ୟ ଓ ଶିକ୍ଷା)
  • ରାମୟତ୍ନ ଶୁକ୍ଳା (ସାହିତ୍ୟ ଓ ଶିକ୍ଷା)
  • ଜିତେନ୍ଦର ସିଂହ ସୁନ୍‌ଟି (ସମାଜ ସେବା)
  • କର୍ତ୍ତାର ପାରସରାମ ସିଂହ (କଳା)
  • କର୍ତ୍ତାର ସିଂହ (କଳା)
  • ଦିଲ୍ଲୀପ କୁମାର ସିଂହ (ଔଷଧ)
  • ଚନ୍ଦ୍ର ଶେଖର ସିଂହ (କୃଷି)
  • ସୁଧା ହରି ନାରାୟଣ ସିହଂ (ଖେଳ)
  • ବୀରେନ୍ଦ୍ର ସିଂହ (କେଳ)
  • ମୃଦୁଳା ସିହ୍ନା (ଶିକ୍ଷା ସାହିତ୍ୟ)
  • କେସି ଶିବଶଙ୍କର (କଳା)
  • ଗୁରୁ ମା କମାଲି ସୋରେନ୍‌ (ସମାଜ ସେବା)
  • ମାରାଚି ସୁଭୁରମଣ (ସମାଜ ସେବା)
  • ପି. ସୁବ୍ରମଣ୍ୟନ୍ (ବାଣିଜ୍ୟ ଓ ଉଦ୍ୟୋଗ)
  • ନିଦୁମୋଲୁ ସୁମାଥି (କଳା)
  • କପିଲ ତିୱାରୀ (ସାହିତ୍ୟ ଓ ଶିକ୍ଷା)
  • ଫାଦର ଭାଲେସ (ସାହିତ୍ୟ ଓ ଶିକ୍ଷା)
  • ଡ. ଥିରୁଭେଙ୍ଗଦମ୍ ଭୀରରାଘବନ ( ଔଷଧ)
  • ଶ୍ରୀଧର ଭେମ୍ବୁ(ବାଣିଜ୍ୟ ଉଦ୍ୟୋଗ)
  • କେ ୱାଇ ଭେଙ୍କଟେଶ୍ (ଖେଳ)
  • ଉଷା ଯାଦବ (ସାହିତ୍ୟ ଓ ଶିକ୍ଷା)
  • କଲୋନେଲ୍‌ କ୍ୱାଜୀ ସାଜଦ ଅଲ୍ଲୀ ଜାହୀର (ଲୋକ ସମ୍ପର୍କ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+