Get Updates
Get notified of breaking news, exclusive insights, and must-see stories!

ହାଟିଆ ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ମୃତ୍ୟୁ

ଝାଡ଼ଖଣ୍ଡ ରାଞ୍ଚିରେ ହୃଦୟ ବିଦାରକ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି ।

Four policemen drown

ଖବର ମୁତାବକ, ପୋଲିସକର୍ମୀମାନେ କାର୍ ଯୋଗେ କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ କାର୍ ଅନିୟନ୍ତ୍ରିତ ହୋଇ ଡ୍ୟାମକୁ ଖସିଯିବାରୁ ବୁଡ଼ି ଯାଇଥିଲେ । ହାଟିଆ ଡ୍ୟାମରେ ସକାଳେ ପୋଲିସକର୍ମୀମାନେ କାରରେ ଯାଉଥିଲେ ।

ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ କରିଥିଲା । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ପୋଲିସ କର୍ମୀ ନିଖୋଜ ରହିଛନ୍ତି ।
ପୋଲିସକର୍ମୀ ଦୁଇ ଜଣ ନ୍ୟାୟିକ ଅଧିକାରୀଙ୍କ ବଡିଗାର୍ଡ ଏବଂ ସରକାରୀ ଡ୍ରାଇଭର ଥିଲେ । ଏମାନଙ୍କ ପରିଚୟ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+