ଯବାନଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲା ଅନ୍ତର୍ଗତ କାହ୍ନା ଜାତୀୟ ଉଦ୍ୟାନର ସୁପ୍‍ଖର ଜଙ୍ଗଲାଞ୍ଚଳରେ ଆଜି ଭୋର ସମୟରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୪ ଜଣ ମହିଳା ନକ୍ସଲଙ୍କର ମୃତ୍ୟୁ ହୋଇଛି । ନକ୍ସଲ ଗୋଷ୍ଠୀର ଏହି ସଦସ୍ୟଙ୍କ ଉପରେ ୬୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

bsf

ବାଲାଘାଟ ଆରକ୍ଷୀ ଅଧିକ୍ଷକ ନଗେନ୍ଦ୍ର କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନକ୍ସଲ ବିରୋଧୀ ଅଭିଯାନ ସମୟରେ ଏହି ଗୁଳି ବିନିମୟ ହୋଇଥିଲା । ନକ୍ସଲବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଅଭିଯାନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+