ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର; ୪ ନକ୍ସଲ ନିପାତ

ମଧ୍ୟପ୍ରଦେଶ ବାଲାଘାଟରେ ଏନକାଉଣ୍ଟର। ଛତିଶଗଡ଼ରେ ନକ୍ସଲ ବିରୋଧରେ ବଡ଼ ଅପରେସନ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ବାଲାଘାଟରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ହୋଇଛି। ବାଲାଘାଟରେ ଏହି କମ୍ୱିଂ ଅପରେସନ ବେଳେ ହୋଇଥିବା ଗୁଳି ବିନିମୟରେ ୩ ଜଣ ମହିଳା ନକ୍ସଲଙ୍କ ସମେତ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବିଥଲି ପୋଲିସ ଷ୍ଟେସନ ପାଲାଗୋଣ୍ଡି ଅନ୍ତର୍ଗତ ପଚାମା ଦାଦରର ପାହାଡିଆ ଜଙ୍ଗଲରେ ଏକ ଏନକାଉଣ୍ଟର ହୋଇଛି।

Naxal attack

ଏହି ଅପରେସନରେ ଅନେକ ନକ୍ସଲ ମଧ୍ୟ ଖସି ପଳାଇଛନ୍ତି। ନବନିଯୁକ୍ତ ପୋଲିସ ଅଧିକ୍ଷକ ଆଦିତ୍ୟ ମିଶ୍ରଙ୍କ ଦ୍ୱାରା ନକ୍ସଲ ନିପାତରେ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଘଟଣାସ୍ଥଳରୁ ବନ୍ଧୁକ, ଗୁଳିଗୋଳା ଜବତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+