ଖାଇକୁ ଖସିଲା କାର ; ୪ ମୃତ

ହିମାଚଳ ପ୍ରଦେଶର ଶିମଲା ଉପନଗର ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ମଙ୍ଗଳ ବାର ବିଳମ୍ବିତ ରାତିରେ କାରଟି ଖାଇରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ମର୍ମନ୍ତୁଦ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶିମଲା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। କୌଣସି କାମରେ ଯାଉଥିବା ସମୟରେ ଏପରି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚପ୍ରକ୍ରିୟା ଆରମ୍ଭ କରିଛି ।

ହିମାଚଳ ପ୍ରଦେଶ ଶିମଲା ଉପନଗର ଅଞ୍ଚଳର ଆନନ୍ଦପୁର ରାସ୍ତାରେ କାରଟି ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ମହିଳା ଏବଂ ତାଙ୍କ ଝିଅଙ୍କ ସମେତ ୪ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଚାଲିଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏପରି ଦୁର୍ଘଟଣା ଘଟିଛି ।

Four killed in road accident in Shimla

ଶିମଲା ଉପନିଗମ ଅଞ୍ଚଳର ଆନନ୍ଦପୁର ରାସ୍ତା ଲାଲପାଣି ସେତୁ ନିକଟରେ କାରଟି ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ସେହି ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବୁଧବାର ଦିନ ସ୍ପଷ୍ଟ କରିଛି ପୋଲିସ । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+