ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, ଏମ୍ସରେ ଭର୍ତ୍ତି
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୋମବାର ସ୍ଵାସ୍ଥ୍ୟ ବିଗିଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି।

ଗତ ଦୁଇ ସପ୍ତାହରେ ଖନଖଡ଼ ଦୁଇ ଥର ବେହୋସ ହୋଇ ଯାଇଥିଲେ। ଯାହା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇ ଏମଆରଆଇ ସହ ଅନ୍ୟ ଯାଞ୍ଚ କରାଯାଉଛି।












Click it and Unblock the Notifications