ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ଦେଲେ କେନ୍ଦ୍ର ସରକାର, ଧନ୍ୟବାଦ୍ ଦେଲେ ଝିଅ

ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ସମାଧି ନିର୍ମାଣ ପାଇଁ 'ରାଷ୍ଟ୍ରୀୟ ସ୍ମୃତି' କମ୍ପ୍ଲେକ୍ସ (ରାଜଘାଟ ପରିସରର ଏକ ଅଂଶ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଙ୍ଗଳବାର ଅନୁମୋଦନ କରିଛନ୍ତି।

Pranab Mukherjee

ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, 'ବାବାଙ୍କ ସ୍ମାରକୀ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା। ଆମେ ଏହାକୁ ମାଗିନଥିବାରୁ ଏହା ଅଧିକ ପ୍ରଶଂସନୀୟ।

ସେ ସାମାଜିକ ଗଣାମଧ୍ୟକ ଏକ୍ସ'ରେ କହିଛନ୍ତି, ବାବା କହୁଥିଲେ ଯେ ରାଷ୍ଟ୍ରୀୟ ସମ୍ମାନ ମାଗିବା ଉଚିତ ନୁହେଁ, ଏହାକୁ ଅର୍ପଣ କରାଯିବା ଉଚିତ୍। ବାବାଙ୍କ ସ୍ମୃତିକୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏପରି କରିଥିବାରୁ ମୁଁ ବହୁତ କୃତଜ୍ଞ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+