ପାକିସ୍ତାନର ପୂର୍ବତନ ସେନା କର୍ମଚାରୀ ପହଲଗାମ୍ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ

ପହଲଗାମ୍ ଆକ୍ରମଣର ମୁଖ୍ୟ ଖଳନାୟକ ପାକିସ୍ତାନୀ ଆତଙ୍କବାଦୀ ପୂର୍ବତନ ପାରା-କମାଣ୍ଡୋ। ପହଲଗାମ୍ ଆତଙ୍କୀ ହମଲା ପଛରେ ପୂର୍ବତନ ପାକିସ୍ତାନୀ ପାରା-କମାଣ୍ଡୋ । କମାଣ୍ଡୋ ଟ୍ରେନିଂ ପାଇଥିବା ହସିମ ମୂଷା ମୁଖ୍ୟ ଖଳନାୟକ । ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ନେଇଛି ସ୍ବତନ୍ତ୍ର ଟ୍ରେନିଂ ।

Former Pakistani army

ସ୍ପେଶାଲ ସର୍ଭିସ ଗ୍ରୁପ ପାକିସ୍ତାନ ସେନାର ଏଲିଟ୍‌ ସ୍ପେଶାଲ ଫୋର୍ସ । ସୁରକ୍ଷାବାହିନୀର ଯାଞ୍ଚରୁ ମୂଷାର ଭୂମିକା ସ୍ପଷ୍ଟ । ସେନାରୁ ଟ୍ରେନିଂ ପାଇଥିବା ହସିମ ଲସ୍କର-ଇ-ତୋଇବାର ହାର୍ଡକୋର ଆତଙ୍କବାଦୀ । ସମସ୍ତ ପ୍ରକାର ରଣକୌଶଳରେ ପାରଙ୍ଗମ ମୂଷା । କଠୋର ତାଲିମ ଜରିଆରେ ନିଜକୁ ପ୍ରସ୍ତୁତ କରିଛି ମୂଷା । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୂଷା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୨୦୨୩ ସେପ୍ଟେମ୍ବରରେ କାଶ୍ମୀର ଭ୍ୟାଲିରେ ପ୍ରବେଶ କରିଥିଲା ମୂଷା । ବୁଦଗାଓଁ ଅଧିକ ସକ୍ରିୟ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+