ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ ଝଟକା । ଭେଟେରାନ କଂଗ୍ରେସ ନେତା ଅଶୋକ ଚୌହାନ କଂଗ୍ରେସ ଛାଡିଛନ୍ତି । ବାଚସ୍ପତିଙ୍କୁ ଭେଟିବା ପରେ ଅଶୋକ ଚୌହାନ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡିରେ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ମୁଁ ୧୨/୦୨/୨୦୨୪ ଦିନ ମଧ୍ୟାହ୍ନରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ମୋର ଇସ୍ତଫା ଦେଉଛି ।

 Ashok Chouhan

ଚୋୖହ୍ୱାନଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅପେକ୍ଷା କରିବେ ଏବଂ କ'ଣ ହେବ ଦେଖିବା ପାଇଁ କହିଛନ୍ତି।

"ମୁଁ ଗଣମାଧ୍ୟମରୁ ଅଶୋକ ଚୋୖହ୍ୱାନଙ୍କ ବିଷୟରେ ଶୁଣିଥିଲି। ମାତ୍ର ବର୍ତ୍ତମାନ ମୁଁ କେବଳ କହିପାରିବି ଯେ କଂଗ୍ରେସର ଅନେକ ଭଲ ନେତା ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଜନତାଙ୍କ ସହ ଜଡିତ ସେହି ନେତାମାନେ କଂଗ୍ରେସରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ମୁଁ ନିଶ୍ଚିତ ଯେ କିଛି ବଡ ଚେହେରା କଂଗ୍ରେସ ଚଡି ଭଜାପରେ ଯୋଗଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+