ବିଜେପିରେ ମିଶିଲେ ଝାଡ଼ଖଣ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ
Champai Soren: ବିଜେପିରେ ମିଶିଲେ ଝାଡ଼ଖଣ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ରାଞ୍ଚିରେ ଝାଡ଼ଖଣ୍ତ ବିଜେପି ସଭାପତି ବାଲୁଲା ମାରାଣ୍ତି, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ବିଜେପିର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ଦଳରେ ମିଶିଛନ୍ତି ଏପରିକି ତାଙ୍କ ବହୁ ସମର୍ଥକ ମଧ୍ୟ ଦଳରେ ଯୋଗ ଦେଇଛନ୍ତି ।













Click it and Unblock the Notifications