Get Updates
Get notified of breaking news, exclusive insights, and must-see stories!

ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୁଳିମାଡ଼ ଉଦ୍ୟମ ହୋଇଛି । ଜମ୍ମୁର ଗ୍ରେଟର କୈଳାସ ସ୍ଥିତ ହୋଟେଲ ରୟାଲ ପାର୍କରେ ନ୍ୟାସନାଲ କନଫରେନ୍ସର ବରିଷ୍ଠ ନେତାଙ୍କୁ ଗୁଳିମାଡ଼ ଉଦ୍ୟମ । ପୁଲିସ ସୂଚନା ଅନୁଯାୟୀ, ଫାରୁକ ଅବଦୁଲ୍ଲା ବିବାହ ଉତ୍ସବରୁ ଫେରିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ପିଛା କରି ଗୁଳି ଚଳାଇଥିଲା । ସୌଭାଗ୍ୟକୁ ଗୁଳି କାହାକୁ ବାଜି ନାହିଁ । ଉପସ୍ଥିତ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ସେଠାରେ କାବୁ କରି ପଚରାଉଚରା କରୁଛନ୍ତି । ଫାରୁକ ଅବଦୁଲ୍ଲାଙ୍କ ସହ ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

r Farooq Abdullah
ସୌଭାଗ୍ୟବଶତଃ, ଏହି ଆକ୍ରମଣରେ ଫାରୁକ୍ ଅବଦୁଲ୍ଲା ଏବଂ ଉପ-ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି । ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତକୁ କାବୁ କରିନେଇଛନ୍ତି । ଗିରଫ ଅଭିଯୁକ୍ତ ସୁରିନ୍ଦର ଚୌଧୁରୀ ଓ ଖଣି କାରବାର ସହ ସେ ସଂପୃକ୍ତ ବୋଲି ଜଣାପଡ଼ିଛି । ଏଇ କିଛି ଦିନ ହେଲା ଖଣି ଖନନକୁ ନେଇ ଜମ୍ମୁକାଶ୍ମୀର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ସୁରିନ୍ଦର କ୍ଷତିଗ୍ରସ୍ତ ହୋଇଥିବାରୁ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+