ଅବସରପ୍ରାପ୍ତ ଆଇଏଏସ ଅଫିସର ହେଲେ ନିର୍ବାଚନ କମିଶନର

ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ପୂର୍ବତନ ଆଇଏଏସ ଅଧିକାରୀ ଅରୁଣ ଗୋଏଲ । ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ପୂର୍ବତନ ଆଇଏଏସ ଅଧିକାରୀ ଅରୁଣ ଗୋଏଲ । ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ସୂଚନା ଦେଇ କହିଛନ୍ତି, " ଅବସରପ୍ରାପ୍ତ ଆଇଏଏସ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବା ପରେ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି।

Arun Goel

ସୂଚନା ଅନୁସାରେ, ଅରୁଣ ଗୋଏଲ 1985 ବ୍ୟାଚର ଅବସରପ୍ରାପ୍ତ ଆଇଏଏସ ଅଫିସର। ବର୍ତ୍ତମାନ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ଆଗାମୀ ରାଜ୍ୟମାନଙ୍କରେ ହେବାକୁ ଥିବା ନିର୍ବାଚନରେ ସେ କାର୍ଯ୍ୟରେ ଯୋଗ ଦେବେ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ପୋଲ ପାନେଲରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଗୋଏଲ, ନିକଟ ଅତୀତ ପର୍ଯ୍ୟନ୍ତ, ଭାରୀ ଶିଳ୍ପ ସଚିବ ଏବଂ ତାଙ୍କର ସ୍ୱେଚ୍ଛାକୃତ ଅବସର ନଭେମ୍ବର ୧୮ ରେ କାର୍ଯ୍ୟକାରୀ ହୋଇଥିଲା । ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+