ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପରଲୋକ
Former Haryana CM Om Prakash Chautala Passed Away: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଶୁକ୍ରବାର ଅର୍ଥାତ୍ ୨୦ ଡିସେମ୍ବର ଦିନ ନିଧନ ହୋଇଛି । ତାଙ୍କ ଗୁରୁଗ୍ରାମ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି । ମୃତ୍ୟୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।













Click it and Unblock the Notifications