ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଉପରେ ଖାଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ

S Jaishankar: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଉପରେ ଲଣ୍ଡନରେ ଖାଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ । ଚେଥମ ହାଉସରେ ଏକ ଅଧିବେଶନ ଛାଡି ଫେରିବା ବେଳେ କିଛି ଉଗ୍ରବାଦୀ ପ୍ରତିବାଦକାରୀ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

S Jaishankar

ଏକ ଭିଡିଓରେ ଜଣେ ପ୍ରଦର୍ଶନକାରୀ ଜୟଶଙ୍କରଙ୍କ କାର ଆଡ଼କୁ ଦୌଡ଼ି ପୋଲିସ ଉପସ୍ଥିତିରେ ଭାରତୀୟ ପତାକା ଚିରିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ବ୍ରିଟିଶ ପୋଲିସ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଖାଲିସ୍ତାନ ସମର୍ଥକ ପ୍ରଦର୍ଶନକାରୀମାନେ ଜୟଶଙ୍କରଙ୍କ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ସେମାନେ ଖାଲିସ୍ତାନୀ ପତାକା ଦେଖାଇ ପ୍ରତିବାଦ କରୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+