Get Updates
Get notified of breaking news, exclusive insights, and must-see stories!

୨୦୨୪-୨୫ ଆର୍ଥିକ ବର୍ଷରେ ଦେଶରେ ୧୯୮ ଲକ୍ଷ ଟନ୍‍କୁ ବୃଦ୍ଧି ପାଇଛି ମତ୍ସ୍ୟ ଉତ୍ପାଦନ

ଦେଶରେ ମତ୍ସ୍ୟ ଉତ୍ପାଦନ ୨୦୨୪-୨୫ ଆର୍ଥିକବର୍ଷରେ ୧୯୮ ଲକ୍ଷ ଟନ୍‍କୁ ବୃଦ୍ଧି ପାଇଛି । ୨୦୧୩-୧୪ ଆର୍ଥିକବର୍ଷରେ ଏହି ପରିମାଣ ୯୫ ଲକ୍ଷ ଟନ୍‍ ଥିଲା । ମତ୍ସ୍ୟ ଉତ୍ପାଦନରେ ୧୦୬ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିବା କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

fish

ଦେଶର ଅର୍ଥନୈତିକ ବିକାଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟ କହିବା ସହ ଦେଶର ପ୍ରାୟ ୩ କୋଟିରୁ ଅଧିକ ମତ୍ସ୍ୟଜୀବୀ ପରିବାର ଏହା ଉପରେ ନିର୍ଭର କରନ୍ତି ବୋଲି କୁହାଯାଇଛି । ବିଶ୍ୱର ଦ୍ୱିତୀୟ ବୃହତ୍‍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ଭାରତର ୮ ପ୍ରତିଶତ ଅବଦାନ ରହିଛି । ୨୦୧୪-୧୫ ଆର୍ଥିକବର୍ଷ ପରଠାରୁ ୩୨ ହଜାର ୭୨୩ କୋଟି ଟଙ୍କା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବିନିଯୋଗ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+