Get Updates
Get notified of breaking news, exclusive insights, and must-see stories!

ଆଜି ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାରତରେ ହେବ କି ଦୃଶ୍ୟମାନ

Lunar Eclipse 2025: ଆଉ କିଛି ସମୟ ମଧ୍ୟରେ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଏହାର ସୂତକ କାଳ ଲାଗୁ ବୈଧ ହେବ ନାହିଁ ଏବଂ ହୋଲି ପୂଜା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଗ୍ରହମାନଙ୍କର ଗତି ଲୋକଙ୍କ ରାଶି ଉପରେ ପ୍ରଭାବ ପକାଏ ।

First lunar eclipse

ଏହି ଚନ୍ଦ୍ରଗ୍ରହଣକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି କାରଣ ଏହି ଚନ୍ଦ୍ରଗ୍ରହଣ ରକ୍ତଚନ୍ଦ୍ର (ଲାଲ ଚନ୍ଦ୍ର) ଭାବରେ ଦୃଶ୍ୟମାନ ହେବ । ଏହାର ପ୍ରଭାବ ଅନେକ ରାଶି ଉପରେ ପଡିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ଏହା ଉତ୍ତର-ଦକ୍ଷିଣ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ ।

୧୪ ମାର୍ଚ୍ଚ ସକାଳ ୯:୨୭ ରୁ ଅପରାହ୍ନ ୩:୩୦ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଲାଗିବ । ଏହି ଗ୍ରହଣ ୬ ଘଣ୍ଟା ୩ ମିନିଟ୍ ପାଇଁ ରହିବ। ଏହା ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଆଟଲାଣ୍ଟିକ ମହାସାଗରରେ ମଧ୍ୟ ଦୃଶ୍ୟମାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+