Mumbai Reports First Casualty Due To GBS: nbsp; nbsp;ମହାରାଷ୍ଟ୍ରରେ GBS ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣଏ ୩୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ମହାରାଷ୍ଟ୍ର ନାୟାର ହସ୍ପିଟାଲରେ nbsp;ଚିକିତ୍ସାଧୀନ ଥିଲେ ।