Get Updates
Get notified of breaking news, exclusive insights, and must-see stories!

ପ୍ରଥମେ CBI, ଏବେ ଥାଲପତି ବିଜୟଙ୍କଙ୍କୁ ହାଇକୋର୍ଟ ଝଟକା

ଥାଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜାନା ନାୟଗାନ୍'ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଠାରୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଯୋଗୁଁ ଏବଂ ମାଡ୍ରାସ ହାଇକୋର୍ଟରେ ଏହାର ରାୟ ସଂରକ୍ଷିତ ଥିବା ସମୟରେ ଏହି ଘୋଷଣା କରାଯାଇଛି। ଫିଲ୍ମଟି ଜାନୁଆରୀ ୯ ରେ ରିଲିଜ୍ ହେବାର ଥିଲା। ମାତ୍ର ଜାନୁଆରୀ ୭ ରେ ୟୁରୋପ, ମାଲେସିଆ ଏବଂ ଆମେରିକାରେ ଫିଲ୍ମର ବିତରକମାନେ ଏହି ସ୍ଥଗିତ ସୂଚନା ଦେଇଛନ୍ତି। ଫିଲ୍ମର ପ୍ରଯୋଜନା ସଂସ୍ଥା KVN ପ୍ରଡକ୍ସନ୍ସ ତରଫରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବୟାନ ଜାରି ହୋଇନାହିଁ।

vijay

ଫିଲ୍ମକୁ CBFC ତରଫରୁ ଅନୁମତି ମିଳିନଥିବାରୁ ଏହି ବିଳମ୍ବ ହୋଇଛି। ପ୍ରଯୋଜକମାନେ ତୁରନ୍ତ ହସ୍ତକ୍ଷେପ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଆଗୁଆ ଟିକେଟ ବିକ୍ରିରେ ହଇଚଇ: ରିଲିଜ୍ ଘୁଞ୍ଚିବା ପୂର୍ବରୁ ତାମିଲନାଡୁରେ ଫିଲ୍ମର ଆଡଭାନ୍ସ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଥିଲା। ଏହି ସମୟରେ କଳା ବଜାରରେ ଗୋଟିଏ ଟିକେଟର ଦାମ ସରକାରୀ ନିର୍ଦ୍ଧାରିତ ସର୍ବାଧିକ ଦାମ (₹୧୯୦) ଠାରୁ ବହୁତ ଅଧିକ, ପ୍ରାୟ ₹୫,୦୦୦ ପର୍ଯ୍ୟନ୍ତ ବିକ୍ରି ହେବାର ଖବର ମିଳିଥିଲା। ଏହି ପୋଷ୍ଟପୋନ ପରେ ତାମିଲନାଡୁର ଥିଏଟରଗୁଡ଼ିକ ଦର୍ଶକଙ୍କୁ ଟିକେଟ୍ ଟଙ୍କା ଫେରାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+