LOCରେ ଫାୟାରିଂ, ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ଆତଙ୍କବାଦୀ ଟଳିଲେ
ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ ।କୁପୱାଡାର ମାଚିଲ ଓ ଡୁଡ୍ନିଆଲ ନିକଟ LoCରେ ଟଳିଲେ ଆତଙ୍କବାଦୀ । ଏବେବି ସୁରକ୍ଷାକର୍ମୀଙ୍କ ଦ୍ବାରା ଜାରି ରହିଛି ସର୍ଚ୍ଚ ଅପରେସନ୍।
LOCରେ ଫାୟାରିଂ । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଅନୁପ୍ରବେଶକୁ ରୋକିବକୁ ଜମ୍ମୁ ଏବଂ କାଶ୍ମୀରର କୁପୱାଡା ସେକ୍ଟରରେ ଗୁଳି ବିନିମୟ । ଗତକାଲି ସନ୍ଧ୍ୟା ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା । ମାଚିଲ ଏବଂ ଦୁଦନିଆଲ ଅଞ୍ଚଳରେ ସନ୍ଦେହ ଜନକ ଗତିବିଧିକୁ ଦେଖି ଫାୟାରିଂ ଆରମ୍ଭ କରିଥିଲା ସେନା । ଅନ୍ଧାରରେ ଲୁଚି ରହିଥିବା ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଗୁଳିଚାଳନା କରିଥିଲା ସେନା । କିନ୍ତୁ ସେନା ଉପରୁ ପାଲଟା ଗୁଳିଚାଳନା କରିଥିଲେ ଅନୁପ୍ରବେଶକାରୀ । ଏହା ସହ LOC ନିକଟରେ ବିସ୍ଫୋରଣ ମଧ୍ୟ ଶଣିବାକୁ ମିଳିଥିଲା । ଫଳରେ ଅଞ୍ଚଳକୁ ତୁରନ୍ତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଅନୁପ୍ରବେଶକୁ ରୋକିବା ପାଇଁ ପୁରା ଅଞ୍ଚଳରେ ସେନା ପକ୍ଷରୁ କମ୍ବିଂ ଆରମ୍ଭ କରାଯାଇଛି । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଅପରେସନ ଏବେ ଜାରି ରହିଛି । ସ୍ଥିତି ଉପରେ ନଜର ରଖାଯାଇଛି।.

ସୂତ୍ର ଅନୁଯାୟୀ, ସୈନ୍ୟମାନେ ସନ୍ଦେହଜନକ ଅନୁପ୍ରବେଶ କାର୍ଯ୍ୟକଳାପ ଦେଖିଥିଲେ ଏବଂ ସତର୍କତା ସ୍ୱରୂପ କିଛି ରାଉଣ୍ଡ ଗୁଳି ଚଳାଇଥିଲେ । ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି, ଏବଂ କୌଣସି ଅନୁପ୍ରବେଶ ନହେବା ପାଇଁ ଏକ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଛି । ପରିସ୍ଥିତି ସ୍ପଷ୍ଟ ହେବା ପରେ ଅଧିକ ସୂଚନା ଅପେକ୍ଷା କରାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications