Fire In MHA Office: ଗୃହ ମନ୍ତ୍ରଣାଳରୟରେ ଅଗ୍ନିକାଣ୍ତ

Fire In MHA Office: ମଙ୍ଗଳବାର ସକାଳେ କେନ୍ଦ୍ରୀୟ ସଚିବାଳୟର ଉତ୍ତର ବ୍ଲକରେ ଅବସ୍ଥିତ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । ଯେଉଁଥିପାଇଁ ଅଫିସରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରଥିଲା । ଦୀର୍ଘ ସମୟର ପରିଶ୍ରମରେ ପରେ ନିଆଁ ଲିଭିଥିଲା ।

Home Ministry


ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡରେ କୌଣସି ଆହତ ହେବାର ଖବର ନାହିଁ। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୂଚନା ପାଇବା ପରେ ତୁରନ୍ତ ସାତୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସକାଳ 9: 35 ସୁଦ୍ଧା ନିଆଁକୁ ଆୟତ୍ତ କରିଥିବାରେ ସଫଳ ହୋଇଥିଲା ।

ଡିଏଫଏସ ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ଆଇସି ବିଭାଗର ଦ୍ୱିତୀୟ ମହଲାରେ ସକାଳ ପ୍ରାୟ 9.20 ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ସକାଳ 9.35 ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+