ଜାଣନ୍ତୁ ଆଜି କେତେ ରହିଛି ୨୨ କ୍ୟାରେଟ୍ ସୁନା ଦର

Gold Rate: ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନିବେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ପ୍ରତ୍ୟେକ ଦିନ ସୁନା ଦର ଉପରେ ରହିଥାଏ । ଗତ କିଛି ଦିନ ହେବ ସୁନା ଦର ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ସେହିପରି ବିବାହ କିମ୍ବା ପର୍ବପର୍ବାଣୀର ସମୟରେ ସୁନାର ମୂଲ୍ୟ ସମସ୍ତଙ୍କ ନଜରରେ ଥାଏ। ଆଜି 22 ଏପ୍ରିଲ 2025 ରେ ପୁଣି ମହଙ୍ଗା ହୋଇଛି ସୁନା ।

ଆଜି ଭାରତରେ ସୁନାର ମୂଲ୍ୟ 24 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ 9,836, 22 କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ 9,016 ଏବଂ 18 କ୍ୟାରେଟ୍ ସୁନା ପ୍ରତି ଗ୍ରାମ 7,377 ଟଙ୍କା ରହିଛି । ଆଜି ଭାରତରେ ରୂପା ମୂଲ୍ୟ ପ୍ରତି ଗ୍ରାମ 101.10 ଏବଂ କିଲୋଗ୍ରାମ 1,01,100 ଟଙ୍କା ରେକର୍ଡ କରାଯାଇଛି ।

22 karat gold

ଆଜି ଭାରତରେ ପ୍ରତି ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ
1 ଗ୍ରାମକୁ 9,016 ଟଙ୍କା
8 ଗ୍ରାମ 72,128 ଟଙ୍କା
10 ଗ୍ରାମ 90,160 ଟଙ୍କା
100 ଗ୍ରାମକୁ 9,01,600 ଟଙ୍କା

ଆଜିର ଭାରତରେ ପ୍ରତି ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ
1 ଗ୍ରାମକୁ 9,836 ଟଙ୍କା
8 ଗ୍ରାମକୁ 78,688 ଟଙ୍କା
10 ଗ୍ରାମକୁ 98,360 ଟଙ୍କା
100 ଗ୍ରାମ ପାଇଁ 9,83,600ଟଙ୍କା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+