ଜାଣନ୍ତୁ ଏଥର ବଜେଟରେ କ'ଣ ହେଲା ଶସ୍ତା

Union Budget 2025: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ସମସ୍ତେ ଜାଣିବା ପାଇଁ ଚାହୁଁଥିରେ ବଜେଟ ପରେ କ'ଣ ସବୁ ହେବ ଶସ୍ତା ।

Union Budget 2025

ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେଲା
କର୍କଟ ରୋଗର ଔଷଧ ଶସ୍ତା ହେଲା
LED-LCD ଟିଭିର ମୂଲ୍ୟ ହ୍ରାସ ପାଇବ
ଲିଥିୟମ୍ ଆୟନ୍ ବ୍ୟାଟେରୀ ଶସ୍ତା ହେବ
ଇଭି ଏବଂ ମୋବାଇଲ୍ ବ୍ୟାଟେରୀ ଶସ୍ତା ହେବ।
ଚମଡ଼ା ଦ୍ରବ୍ୟ ଦାମ୍ କମିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+