Economic Survey: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Economic Survey: ସଂସଦରେ 2023-24 ଆର୍ଥିକ ବର୍ଷ ପାଇଁ ଆର୍ଥିକ ସର୍ଭେ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ସର୍ବେକ୍ଷଣ ଅନୁଯାୟୀ 2024-25 ଆର୍ଥିକ ବର୍ଷରେ ଭାରତର ଜିଡିପି 6.5 - 7 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏଥି ସହିତ, ମୁଦ୍ରାସ୍ଫୀତି ହାର 4.5 ପ୍ରତିଶତ ହୋଇଥିବାବେଳେ 2025-26 ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର 4.1 ପ୍ରତିଶତ ହେବ ନେଇ ଅନୁମାନ କରାଯାଉଛି ।













Click it and Unblock the Notifications