Budget 2025: ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Union Budget 2025: ସଂସଦରେ ଆଗତ ହେଲା ସାଧାରଣ ବଜେଟ୍ । ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ୨୦୨୫-୨୫ ଆର୍ଥିକ ବର୍ଷର ବଜେଟ୍ ଆଗତ । ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ ବୈଠକରେ କହିଥିଲେ ଯେ,ଏହି ବଜେଟ୍ ସାଧାରଣ ଲୋକଙ୍କ ପାଇଁ, ଏହା ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ ଆକାଂକ୍ଷାର ବଜେଟ୍।













Click it and Unblock the Notifications