ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଡ.ପି.ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ ପଦ୍ମା(୫୨) ଆତ୍ମସମର୍ପଣ କରିଛନ୍ତି।

ପୁଲସାମ ପଦ୍ମା କେନ୍ଦ୍ରୀୟ କମିଟି ସଦସ୍ୟ ସ୍ବର୍ଗତଃ କାଟାକାମ ସୁଦର୍ଶନ ଓରଫ ଆନନ୍ଦଙ୍କର ପତ୍ନୀ। ପିଲା ବେଳରୁ ହିଁ ସେ ମାଓ ସଂଗଠନ ସହ ଜଡିତ ଥିଲେ। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ଟୁପାକୁଲାଗେଡେମ ଗ୍ରାମରେ ତାଙ୍କର ଜନ୍ମ। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ମାଓ ପ୍ରବଣ ଥିବା ବେଳେ ମାଓବାଦୀ ଲଗାତାର ଏହି ଗ୍ରାମ ମାନଙ୍କରେ ବୈଠକ କରି ସରକାରଙ୍କ ବିରୋଧରେ ଲୋକଙ୍କୁ ମତାଉଥିଲେ।

female Maoist surrenders to police

ଜଣେ ଗରିବ ଘରର ପିଲା ହୋଇଥିବାରୁ ବଞ୍ଚିବା ପାଇଁ ସେ ସଂଘର୍ଷ କରୁଥିଲେ। ସେ ସଂଗଠନରେ ସାମିଲ ହୋଇଥିଲେ। ଏବେ ସେ ଡିଭିସିଏମ ପଦବୀରେ ଥିଲେ। ସେ ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର ବହୁ ହିଂସାରେ ସାମିଲ ଥିବା ପୁଲିସ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+