Get Updates
Get notified of breaking news, exclusive insights, and must-see stories!

'କୃଷକମାନଙ୍କ ଭାଗିଦାରୀ ଦେଶର ଆତ୍ମନିର୍ଭରଶୀଳ ଅଭିଯାନକୁ ଅଧିକ ସଶକ୍ତ କରୁଛି'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ନିର୍ମାଣ ଦିଗରେ କୃଷକମାନେ ହେଉଛନ୍ତି ଦୃଢ଼ ଭାଗିଦାରୀ ଏବଂ ସେମାନଙ୍କର ପ୍ରଚେଷ୍ଟା . ଦେଶର ଆତ୍ମନିର୍ଭରଶୀଳ ଅଭିଯାନକୁ ଅଧିକ ସଶକ୍ତ କରୁଛି । ସେ କହିଛନ୍ତି, କେନ୍ଦ୍ର ସରକାର କୃଷକମାନଙ୍କୁ ସଶକ୍ତ କରିବା ଳାଗି ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ନୂଆଦିଲ୍ଲୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନଙ୍କ ବାସଭବରେ ଆୟୋଜିତ ପୋଙ୍ଗଲ ଉତ୍ସବରେ ଉଦ‌ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ।

pm modi

ସେ କହିଛନ୍ତି, ପ୍ରକୃତି, ପରିବାର ଏବଂ ସମାଜ ମଧ୍ଯରେ ସନ୍ତୁଳନ ରକ୍ଷା କରିବା ଦିଗରେ ଏହି ପୋଙ୍ଗଲ ପର୍ବ ପଥ ପ୍ରଦର୍ଶନ କରିଥାଏ । ପୋଙ୍ଗଲ ପର୍ବ ତାମିଲ୍ ସଂସ୍କୃତିକୁ ଅଧ‌ିକ ଋଦ୍ଧିମନ୍ତ କରିବା ସହିତ ପ୍ରକୃତି ସହ ବନ୍ଧନକୁ ବ୍ୟାପକ କରିଥାଏ । ଏହା ବର୍ତ୍ତମାନ ବିଶ୍ବ ଉତ୍ସବ ଭାବେ ପାଳିତ ହେଉଛି । ଦେଶର କୃଷକ ସମାଜର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଏହି ପର୍ବ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର ବିଭିନ୍ନ ଅଞ୍ଚଳ ଞ୍ଚଳରେ ଏହି ପର୍ବ ଲୋହରି, ମକର ସଂକ୍ରାନ୍ତି, ମାଘ ବିହୁ ଆଦି ନାମରେ ରେ ପାଳିତ ପାଳିତ ହେଉଛି, ଯାହାକି 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଭା ଭାବନାକୁ ଅଧିକ ଦୃଢ଼ୀଭୂତ କରିବାରେ ସହାୟକ ଋକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+