ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ । କାରରେ ଭୟଙ୍କର ବିସ୍ଫୋରଣ ପରେ ଜଳିଗଲା କାର। ଚାରିଆଡେ ଧୂଆଁ, ଖେଳିଗଲା ଆତଙ୍କ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କରୁଛି ଯାଞ୍ଚ । ଦିଲ୍ଲୀ କାଲ୍ କିଲ୍ଲା ନିକଟ ଏକ କାର୍ ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ହୁତୁ ହୁତୁ ହୋଇ ଜଳୁଛି କାର୍ । ପାଖରେ ଥିବା ଆଉ ତିନୋଟି ଗାଡ଼ି ଏହି ବିସ୍ଫୋଣରରେ ମଧ୍ୟ ଜଳି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ ocirc;ଚ ଘଟଣାର ଛାନଇଭିୀନ୍ ଆରମ୍ଭ କରିଛି।