କେମିକାଲ୍ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ: ୫ ଜଣଙ୍କ ମୃତ୍ୟୁ
Explosion In Chemical Factory: କେମିକାଲ୍ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆହୁରି ଲୋକ ଫ୍ୟାକ୍ଟ୍ରିରେ ଫସି ରହିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ପ୍ରଥମେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ଭିତରେ ୫୦ରୁ ଅଧିକ ଲୋକ ଥିବା ନେଇ ଦାବି କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରୀର ଜଣେ ମ୍ୟାନେଜର ଥିବା ନେଇ ସ୍ଥାନୀୟ ଲୋକ ଦାବି କରିଛନ୍ତି ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବିସ୍ଫୋରଣ ଘଟିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
-
ବଜେଟ ପରେ ଖସିଲା ସୁନା ରୁପା ଦର -
ଆସନ୍ତା ୬ରେ ପ୍ରସାରଣ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ -
ପ୍ରତିଦିନ ଖାଆନ୍ତୁ ରସୁଣ, ମିଳିବ ଏହି ସବୁ ଫାଇଦା! -
ପୁଣି ଥରେ ଖସିଲା ସୁନା, ରୁପା ଦର; ମିଳିଲା ବଡ ଆଶ୍ୱସ୍ତି -
୧୪୫ ଜଣ ଆତଙ୍କବାଦୀ ନିପାତ, ନିଜ ଦୋଷ ଲୁଚାଇବାକୁ ଭାରତକୁ ଏମିତି କହିଲା ପାକିସ୍ତାନ -
ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ଭଦ୍ରକ ପୋଲିସର କଡ଼ା ଚେତାବନୀ -
ୱାଙ୍ଗଚୁକଙ୍କ ଭାଷଣ ଜନସାଧାରଣଙ୍କୁ ଉତ୍ସାହିତ କରିବା ସହ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି! -
ଲକ୍ଷଣ ବିନା ମଧ୍ୟ ହୋଇପାରେ ମଧୁମେହ , ମିଳେ ନାହିଁ କୌଣସି ସଙ୍କେତ -
କମିଲା ଟାରିଫ୍; ଜାଣନ୍ତୁ କଣ ସବୁ ହେବ ଶସ୍ତା ! -
ବାଲେଶ୍ୱର ଓ ମୟୁରଭଞ୍ଜରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ -
ବଡ଼ ଘୋଷଣା: ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ -
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ












Click it and Unblock the Notifications