ଆସିଲା ଏକଜିଟ୍ ପୋଲ: ଦିଲ୍ଲୀରେ ବିଜେପି ସରକାର !
ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ । ଆସିଲା ଏକଜିଟ୍ ପୋଲ । ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ୍ ବାହୁଡା ମତ ପ୍ରକାଶ ପାଇଛି । କାହାର ହେବ ଦିଲ୍ଲୀ ବିଧାନସଭା? କିଏ ମାରିବ ବାଜି? ପୁଣି କ୍ଷମତା ବଜାୟ ରଖିବ ଆମ୍ ଆଦମୀ ପାର୍ଟି ନା ଦୀର୍ଘ ବର୍ଷ ପରେ କମ୍ ବ୍ୟାକ୍ କରିବ ଭାରତୀୟ ଜନତା ପାର୍ଟି (BJP) । ବିଭିନ୍ନ ସଂସ୍ଥା ପକ୍ଷରୁ ଚକିତ କରିବା ଭଳି ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ବାଜି? ପୁଣି କ୍ଷମତା ବଜାୟ ରଖିବ ଆମ୍ ଆଦମୀ ପାର୍ଟି ନା ଦୀର୍ଘ ବର୍ଷ ପରେ କମ୍ ବ୍ୟାକ୍ କରିବ ଭାରତୀୟ ଜନତା ପାର୍ଟି (BJP) । ବିଭିନ୍ନ ସଂସ୍ଥା ପକ୍ଷରୁ ଚକିତ କରିବା ଭଳି ଏକଜିଟ୍ ପୋଲ ସାମ୍ନାକୁ ଆସିଛି ।

ପିପୁଲ୍ସ ଇନସାଇଟ୍: ପିପୁଲ୍ସ ଇନସାଇଟ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର କରିପାରେ । ୭୦ ଆସନରୁ ବିଜେପିକୁ ୪୦-୪୪ ସିଟ୍ ମିଳୁଥିବା ବେଳେ ସରକାରରେ ଥିବା ଆମ୍ ଆଦମୀ ପାର୍ଟିକୁ ଲାଗିବାକୁ ଯାଉଛି ଶକ୍ତ ଝଟ୍କା । ଆପ୍କୁ ୨୫-୨୯ ସିଟ୍ ମିଳିବାକୁ ଯାଉଥିବା ପିପୁଲ୍ସ ଇନସାଇଟ୍ ଆକଳନ କରିଛି । ସେହିଭଳି କଂଗ୍ରେସ ଖାତା ବି ଖୋଲିବାକୁ ସକ୍ଷମ ହେଉନି ।












Click it and Unblock the Notifications