ଟ୍ରମ୍ପଙ୍କ ୫୦% ଟାରିଫ୍ ଉପରେ ରାଜନଙ୍କ ବଡ଼ ବୟାନ, କହିଲେରୁଷ୍‌ ତେଲ କିଣାର ....

ଭାରତ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଦେଶର ପୂର୍ବତନ ଆର୍‌ବିଆଇ ଗଭର୍ଣ୍ଣର ରଘୁରାମ ରାଜନ। ଶ୍ରୀ ରାଜନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ସମେତ ଅଧିକ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଏକ ବ୍ୟାପକ ରଣନୀତିର ଅଂଶ, ଯାହା ବାଣିଜ୍ୟ ଅର୍ଥନୀତିଠାରୁ ବାହାରେ।

ଷ୍ ତେଲରୁ ଆମଦାନିକାରୀମାନେ ବିପୁଳ ଲାଭ କରୁଛନ୍ତି। କିନ୍ତୁ ଟ୍ରମ୍ପ ଲଗାଇଥିବା ଶୁଳ୍କ ଦ୍ବାରା ରପ୍ତାନିକାରୀମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ରାଜନ କହିଛନ୍ତି ଯେ ଯଦି ରୁଷ ତେଲରୁ ମିଳୁଥିବା ଲାଭ ବହୁତ ବଡ଼ ନୁହେଁ, ତେବେ ତାହାର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି। ଜଣେ ବାଣିଜ୍ୟ ସହଯୋଗୀ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିବାର ପରିଣାମ କ'ଣ ହୋଇପାରେ, ସେଥିପାଇଁ ଆମେରିକା ଶୁଳ୍କ ଭାରତ ପାଇଁ ଏକ ସତର୍କ ଘଣ୍ଟି ବୋଲି ରାଜନ କହିଛନ୍ତି।

raghuram

ତାଙ୍କ ମତରେ ଆଜିର ଦୁନିଆରେ ବାଣିଜ୍ୟ, ନିବେଶ ଓ ଫାଇନାନ୍ସକୁ ସ୍ବାର୍ଥ ହାସଲ କରିବା ଲାଗି ବିଶ୍ବବ୍ୟାପୀ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ସେହିପରି ରାଜନ କହିଛନ୍ତି ଯେ ଆମେରିକା ଓ ୟୁରୋପ ଉଭୟ ଭାରତରୁ ତେଲ କିଣୁଛନ୍ତି। ଯଦି ସେମାନଙ୍କୁ ପସନ୍ଦ ଆସୁନାହିଁ, ତେବେ କିଣନ୍ତୁ ନାହିଁ। କିଏ ସେମାନଙ୍କୁ ବାଧ୍ୟ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+