ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର୍ ଉର୍ଜିତ ପଟେଲଙ୍କୁ ବଡ଼ ଦାୟିତ୍ୱ
ପୂର୍ବତନ RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ବଡ଼ ଦାୟିତ୍ବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ହେଲେ ନିଯୁକ୍ତ । ନିଯୁକ୍ତିକୁ କ୍ୟାବିନେଟ ନିଯୁକ୍ତି କମିଟିର ଅନୁମୋଦନ । ଆଗାମୀ 3 ବର୍ଷ ଯାଏଁ ପଦରେ ରହିବେ ଉର୍ଜିତ ପଟେଲ । ଡକ୍ଟର ପଟେଲ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଭାରତର ମୁଦ୍ରାନୀତିରେ ମୁଦ୍ରାସ୍ଫୀତି-ଲକ୍ଷ୍ୟୀକରଣ ଢାଞ୍ଚା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଏହି ନିଯୁକ୍ତି ଏପରି ସମୟରେ ଆସିଛି ଯେତେବେଳେ ସରକାର ଏପ୍ରିଲ ୩୦ରେ ଏକ ନିର୍ଦ୍ଦେଶ ଜାରି କରି ହଠାତ୍ IMFରେ ଭାରତର ବର୍ତ୍ତମାନର ED କୃଷ୍ଣମୂର୍ତ୍ତି ଭି. ସୁବ୍ରମଣ୍ୟନଙ୍କ କାର୍ଯ୍ୟକାଳ ସମାପ୍ତ କରିଥିଲେ। ତାଙ୍କ କାର୍ଯ୍ୟକାଳ ପ୍ରାୟ ୬ ମାସ ପୂର୍ବରୁ ବନ୍ଦ କରିଦିଆଯାଇଥିଲା । ଉର୍ଜିତ ପଟେଲ ୨୦୧୬ରେ ରଘୁରାମ ରାଜନଙ୍କ ପରେ RBIର ୨୪ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୮ରେ, ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ପ୍ରଥମ RBI ଗଭର୍ଣ୍ଣର ହୋଇଥିଲେ ।
ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଭାରତ ପାକିସ୍ତାନ ପାଇଁ IMF ବେଲଆଉଟ୍ କାର୍ଯ୍ୟକ୍ରମକୁ ବାରମ୍ବାର ବିରୋଧ କରିଆସୁଛି । ଚିନ୍ତା ପ୍ରକାଶ କରିଛି ଯେ ଇସଲାମାବାଦ ଏପରି ପାଣ୍ଠିକୁ ଯୁଦ୍ଧ ଏବଂ ସୀମାପାର ଆତଙ୍କବାଦକୁ ଇନ୍ଧନ ଯୋଗାଇପାରେ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications