ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ଦେହାନ୍ତ ହୋଇଛି । ୭୨ ବର୍ଷୀୟ ମୋଦୀ କର୍କଟ ରୋଗ ସହ କରୁଥିଲେ ସଂଘର୍ଷ । ଗତ ମାସରେ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ ସେ ଗତ ୬ ମାସ ଧରି କର୍କଟ ରୋଗ ସହ ଲଢ଼ୁଛନ୍ତି ।

Sushil Kumar Modi dies

ଏପ୍ରିଲ୍ ୩ ରେ, ସେ ଏକ୍ସ ରେ ଲେଖିଥିଲେ ଯେ ବର୍ତ୍ତମାନ ଲୋକଙ୍କୁ (ଏହି ରୋଗ ବିଷୟରେ) କହିବାର ସମୟ ଆସିଛି । ପ୍ରାୟ ୧୧ ବର୍ଷ ଧରି ସୁଶୀଲ ମୋଦୀ ବିହାରର ଡେପୁଟି ସିଏମ୍ ରହି ଥିଲେ । ଡିସେମ୍ବର ୨୦୨୦ ରେ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା । ବିହାର ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଥିଲେ ଶୁଶୀଲ । ୨୦୦୪ରେ ଲୋକସଭା ଓ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+