ଅମିତ ଶାହଙ୍କ ବଡ଼ ଘୋଷଣା: ପ୍ରତ୍ୟେକ ଅଗ୍ନିବୀରଙ୍କୁ ମିଳିବ ଚାକିରି
Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହରିୟାଣାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ଶାହ କହିଛନ୍ତି, ପ୍ରତ୍ୟେକ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ କରାଯାଇଛି ।













Click it and Unblock the Notifications