୨୦୨୪-୨୫ ବର୍ଷ ପାଇଁ EPFO ସୁଧହାର ଅପରିବର୍ତ୍ତିତ
୨୦୨୪-୨୫ ବର୍ଷ ପାଇଁ EPFO ସୁଧହାର ଅପରିବର୍ତ୍ତିତ । ୮.୨୫%ରେ EPFO ସୁଧହାର ଅପରିବର୍ତ୍ତିତ ରହିଲା ।ଇପିଏଫ ସୁଧହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୧୯-୨୦ ବର୍ଷରେ ମଧ୍ୟ ଏହି ଦର ଧାର୍ଯ୍ୟ କରାଯାଇଥିଲା । ଗତ ୭ ବର୍ଷରେ ୨୦୧୯-୨୦ ସୁଧହାର ସର୍ବନିମ୍ନ ରହିଥିଲା । ୨୦୧୮-୧୯ ଆର୍ଥକ ବର୍ଷରେ ଏହା ୮.୬୫ % ରହିଥିଲା । ୧୯୫୨ରେ ପ୍ରଥମେ ୩ ପ୍ରତିଶତ ସୁଧହାରରୁ ଇପିଏଫ ଆରମ୍ଭ ହୋଇଥିଲା । ତେବେ ଏହି ସୁଧହାର କମାଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ।

୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି । ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି । ଶ୍ରୀନଗରରେ ଆୟୋଜିତ ବୈଠକରେ ଏନେଇ ଘୋଷଣା କରାଯାଇଛି ।
୨୦୨୪ ମସିହା ଫେବୃଆରୀ ମାସରେ ଇପିଏଫ୍ଓ ୨୦୨୩-୨୪ ବର୍ଷ ପାଇଁ ଇପିଏଫ ଉପରେ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ୨୦୨୨-୨୩ରେ ଏହି ସୁଧ ହାର ୮.୧୫ ପ୍ରତିଶତ ଥିଲା। ସେହିଭଳି ମାର୍ଚ୍ଚ ୨୦୨୨ରେ ଇପିଏଫଓ ୨୦୨୧-୨୨ ବର୍ଷ ପାଇଁ ଏହାର ୭ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଇପିଏଫ ଉପରେ ସୁଧ ହ୍ରାସ କରି ୮.୧ ପ୍ରତିଶତ କରି ଦେଇଥିଲା, ଯାହା ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର ଥିଲା। ୨୦୨୦-୨୧ରେ ଏହି ସୁଧ ହାର ୮.୫ ପ୍ରତିଶତ ଥିଲା।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications