ଛତିଶଗଡ଼- ତେଲେଙ୍ଗାନା ସୀମାନ୍ତରେ ଏନକାଉଣ୍ଟର: ୩ ମାଓବାଦୀ ନିପାତ
ଛତିଶଗଡ଼- ତେଲେଙ୍ଗାନା ସୀମାନ୍ତରେ ଏନକାଉଣ୍ଟର । ବାଜିପୁର ଜିଲ୍ଲା କରେଗୁଟ୍ଟା ଜଙ୍ଗଲରେ ୩ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ରହିଛି । ମାଓବାଦୀ ଲୁଚିରହିଥିବାର ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ଯେଉଁ ସମୟରେ ଏନକାଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି ।













Click it and Unblock the Notifications