ମତଦାନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି

Maharashtra Election 2024: 20 ନଭେମ୍ବରରେ ମହାରାଷ୍ଟ୍ରରେ ନିର୍ବାଚନ ପାଇଁ ଛୁଟି ଘୋଷଣା କରାଯାଇଛି। ମୁମ୍ବାଇ ମହାନଗର ନିଗମ କମିଶନର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ସୂଚନା ଦେଇଛି । ଏଥିରେ ବ୍ୟବସାୟ, ଶିଳ୍ପ , ନିଗମ, କମ୍ପାନୀ ଏବଂ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡିକ ନଭେମ୍ବର 20ରେ ବନ୍ଦ ରହିବ । ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବାକୁ ଶ୍ରମିକ, କର୍ମଚାରୀ, ଅଧିକାରୀଙ୍କୁ ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି। ନିୟମ ମାନୁ ନ ଥିବା ନିଯୁକ୍ତିଦାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Maharashtra Assembly Election 2024

ମହାନଗର ମୁମ୍ବାଇ ଅଞ୍ଚଳରେ କାର୍ଯ୍ୟ କରୁଥିବା ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଗୋଷ୍ଠୀ, ନିଗମ, କମ୍ପାନୀ ଏବଂ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ କମିଶନର୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଶ୍ରମିକ, କର୍ମଚାରୀ ଏବଂ ଅଧିକାରୀଙ୍କୁ ମତଦାନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଯେଉଁଥିପାଇଁ 20 ନଭେମ୍ବର 2024 ବୁଧବାର ଦିନ ଅଫିସ୍ ବନ୍ଦ ରହିବ ।

ତେବେ ଅଧିକରୁ ଅଧିକ ଲୋକ ଯେପରି ମତଦାନ କରିବେ ସେଥି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଭୋଟ୍ ହାର ବୃଦ୍ଧି କରିବାକୁ ବିଭିନ୍ନ ଅଭିନବ ପଦକ୍ଷେପ ନିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+