Lok Sabha Elections 2024: 'EXIT POLL' ଉପରେ ଲାଗିଲା ରୋକ୍‌

Lok Sabha Elections 2024: ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସିଲାଣି । ଯେଉଁଥି ପାଇଁ ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟକେ ଭାରତର ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଯେ, ଏପ୍ରିଲ ୧୯ ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଯେ କୌଣସି ପ୍ରକାରର ଏକଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନା ଅନୁସାରେ, ଏପ୍ରିଲ ୧୯ ସକାଳ ୭ଟା ରୁ ଜୁନ୍ ୧ ତାରିଖ ରାତି ୬ଟା ୩୦ ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏକଜିଟ୍ ପୋଲ ଉପରେ ରୋକ୍ ଲଗାଯାଇଛି । ତେଣୁ ଆଗାମୀ ଦିନରେ ଆଉ ଏଗଜିଟ୍ ପୋଲ ଦେଖାଇ ପାରିବେ ନାହିଁ କୌଣସି ଚ୍ୟାନେସ୍,ନ୍ୟୁଜ୍ ପୋର୍ଟଲା ଏବଂ ନ୍ୟୁଜ୍ ପେପର୍ । ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Lok Sabha Election

ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଲୋକ ପ୍ରତିନିଧୀଙ୍କ ଅଧିନିୟମ ଅନୁଯାୟୀ କୌଣସି ଜନମତ ସର୍ଭେ କିମ୍ବା ଅନ୍ୟ କୌଣସି ମତଦାନ ସମ୍ବନ୍ଧୀୟ ସର୍ଭେ, ନିର୍ବାଚନ ଫଳାଫଳ, ମତଦାନ ସମ୍ବନ୍ଧୀୟ ଖବ ସମେତ ଅନ୍ୟ କୌଣସି ନିର୍ବାଚନ ସାମଗ୍ରୀର ପ୍ରଦର୍ଶନ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶିତ କରାଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+