Get Updates
Get notified of breaking news, exclusive insights, and must-see stories!

ମନି ଲଣ୍ଡରିଂ ମାମଲାରେ ପୁଣି ଅନିଲଙ୍କୁ ଇଡିର ସମନ

ମନି ଲଣ୍ଡରିଂ ମାମଲାରେ ପୁଣି ପଚରାଉଚରା ପାଇଁ ଅନିଲ ଅମ୍ବାନୀଙ୍କୁ ସମନ କଲା ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ନଭେମ୍ବର ୧୪ରେ ପୁଣି ଥରେ ପଚରାଉଚରା ପାଇଁ ସମନ କରିଛି ।

Anil Amban

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ବ୍ୟାଙ୍କ ଋଣ ଠକେଇ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କୁ ସମନ କରିଛି ଇଡି । ଏଜେନ୍ସି ଅମ୍ବାନୀଙ୍କ ଗୋଷ୍ଠୀ କମ୍ପାନୀଗୁଡିକ ବିରୁଦ୍ଧରେ ତଦନ୍ତର ଅଁଶ ସ୍ୱରୂପ ସମ୍ପ୍ରତି ୭,୫୦୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+